ଦେଖନ୍ତୁ ରାଜ୍ୟ ଗୃହ ବିଭାଗର ଉତ୍ତର। ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ୨୦୦୦ ମସିହାରେ ନବୀନ ସରକାର ଆସିବା ପର୍ଯ୍ୟନ୍ତ କୌଣସି ତଦନ୍ତ କମିଶନ ରିପୋର୍ଟ ସରକାରଙ୍କ ପାଖରେ ନାହିଁ। ଗୃହ ବିଭାଗର ଜନ ସୂଚନା ଅଧିକାରୀ ତଥା ଉପସଚିବ ଏକଥା ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି। ରାଜ୍ୟ ସୂଚନା କମିଶନ ଏ ନେଇ ରିପୋର୍ଟ ତଲବ କଲା ପରେ ଏଭଳି ସତ୍ୟପାଠ ଦେଇଛି ଗୃହ ବିଭାଗ। ଗୃହ ବିଭାଗର ମନ୍ତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଧୀନତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବରୁ ରାଜ୍ୟରେ ୧୩ ଜଣ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି। ଏ ସମସ୍ତଙ୍କ ସମୟର ତଦନ୍ତ କମିଶନ ରିପୋର୍ଟ ହଜିଯିବା ଚିନ୍ତାର ବିଷୟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡି ପରାଜୟର ପେଡ଼ି ଖୋଲିଲେ ଅରୁଣ, ନିଆଁ ବି ଧରାଇଲେ ଦେବାଶିଷ
ଦଳର ପ୍ରଭାବଶାଳୀ ନେତା ଅରୁଣ ସାହୁ ଦଳର ବିପର୍ଯ୍ୟୟର କାରଣ ଓ ପେଡ଼ି ଖୋଲିବା ସହ କେଉଁମାନେ ଦାୟୀ ତାହା ବି ଦଳୀୟ କର୍ମୀଙ୍କ ଆଗରେ ରଖିବାକୁ ପଛାଇ ନାହାନ୍ତି।
Jobs
ଦେଢ଼ବର୍ଷ ପରେ ସରକାରଙ୍କ ମନେପଡ଼ିଲା: ଓଇଆରସି ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଦେଲେ ବିଜ୍ଞାପନ
ଆସନ୍ତା ଫେବୃୟାରୀ ୨୪ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞାପନରେ ଦର୍ଶାଯାଇଛି ।
Miscellaneous
ଆଇପିଏସ୍ କୁଳଦୀପ ମୀନା ରାଜ୍ୟପାଳଙ୍କ ନୂଆ ଏଡିସି
୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ମିଳିଛି ।
Politics
ଅକ୍ଷୟ ତୃତୀୟାକୁ କଂଟ କରିଛି ବିଜେଡି: ୨୫ବର୍ଷ ପରେ ଗଢ଼ିବ ରାଜନୀତିକ ବ୍ୟାପାର କମିଟି, ପାଣ୍ଡିଆନଙ୍କ ହାତରେ ରହିବ ଲଗାମ
ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଶ୍ରୀଗୁଣ୍ଡିଚାରେ ବିଜେଡି ନିଜର ସଭାପତି ପଦରେ ନବୀନଙ୍କୁ ପୁଣିଥରେ ଅବସ୍ଥାପିତ କରାଇବାକୁ ଯୋଜନା ପ୍ରସ୍ତୁତ ଚାଲିଛି।
Politics
ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଇସାରା ଦେଲେ ଆଇନ ମନ୍ତ୍ରୀ
ନବ ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ ଦ୍ୱାରା କରିବା ପାଇଁ ତାଙ୍କ ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଗଣମାଧ୍ୟମକୁ ଦେଇଥିବା ବୟାନ ଏବେ ବିଜେଡି ନିମନ୍ତେ ଚିନ୍ତାର ବିଷୟ ପାଲଟିଛି ।