Advertisment

କେବଳ ନବୀନଙ୍କର ଅଛି, ଆଉ କାହାର ନାହିଁ!

ଦେଖନ୍ତୁ ରାଜ୍ୟ ଗୃହ ବିଭାଗର ଉତ୍ତର। ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ୨୦୦୦ ମସିହାରେ ନବୀନ ସରକାର ଆସିବା ପର୍ଯ୍ୟନ୍ତ କୌଣସି ତଦନ୍ତ କମିଶନ ରିପୋର୍ଟ ସରକାରଙ୍କ ପାଖରେ ନାହିଁ। ଗୃହ ବିଭାଗର ଜନ ସୂଚନା ଅଧିକାରୀ ତଥା ଉପସଚିବ ଏକଥା ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି। ରାଜ୍ୟ ସୂଚନା କମିଶନ ଏ ନେଇ ରିପୋର୍ଟ ତଲବ କଲା ପରେ ଏଭଳି ସତ୍ୟପାଠ ଦେଇଛି ଗୃହ ବିଭାଗ। ଗୃହ ବିଭାଗର ମନ୍ତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଧୀନତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବରୁ ରାଜ୍ୟରେ ୧୩ ଜଣ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି। ଏ ସମସ୍ତଙ୍କ ସମୟର ତଦନ୍ତ କମିଶନ ରିପୋର୍ଟ ହଜିଯିବା ଚିନ୍ତାର ବିଷୟ ହୋଇଛି।

Odisha Naveen Patnaik Judicial Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe