Advertisment

କେମିତି ଉଦ୍ଧାର କରିଥିଲେ ଏନଡିଆରଏଫ୍ ଟିମ୍?

ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁଣ୍ଡଳିରେ ଥିବା ଏନଡିଆରଏଫ୍ ହେଡକ୍ୱାର୍ଟର୍ସରୁ ବାହାରିଥିଲେ ୬ଟି ଟିମ୍। ବାଲେଶ୍ୱରରେ ଗୋଟିଏ ଟିମ ଆଗରୁ ପହଁଚିଯାଇଥିଲା। କଲିକତାରୁ ବି ଆସିଥିଲେ ଦୁଇଟି ଟିମ୍। ଏନଡିଆରଏଫର ମୋଟ ୯ଟି ଟିମର ପ୍ରାୟ ୩୦୦0 ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଗ୍ୟାସ କଟରରେ ଷ୍ଟିଲ କାଟି ଅନେକ ଗୁରୁତର ଯାତ୍ରୀ ଓ ମୃତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେଦିନର ଅଭିଜ୍ଞତା କେମିତି ଥିଲା କହିଛନ୍ତି ଏନଡିଆରଏଫ୍ ମୁଣ୍ଡଳିରେ ଥିବା ତୃତୀୟ ବାଟାଲିୟନର ସେକେଣ୍ଡ-ଇନ-କମାଣ୍ଡ ଅରୁଣ ଦେବଗାମ୍। ଉଦ୍ଧାର କାମରେ ଲାଗିଥିବାବେଳେ ଅନ୍ୟମାନଙ୍କ ଭିତରୁ କନଷ୍ଟେବଳ ପ୍ରେମ କୁମାରଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି।

author-image
Debendra Prusty

Odisha Train Accident Train Tragedy Coromandel Express