ସମିତିସଭ୍ୟରୁ ଏତେ… ବିଧାୟକ ହୋଇଥିଲେ କେତେ ? | Odisha Reporter
Advertisment
ଗରିବଗୁରୁବାଙ୍କ ଟଙ୍କା ଖାଇ ହଜମ କରିଦେଲେ ବିଜେଡି ସମର୍ଥିତ ସମିତିସଭ୍ୟ। ମୃତ ଲୋକଙ୍କ ଟଙ୍କା ହଡ଼ପ କରି ଶେଷରେ ବନ୍ଧା ହେଲେ ତିନି ଅଭିଯୁକ୍ତ। ସମିତିସଭ୍ୟ ପଦରେ ଏତେ, ଯଦି ବିଧାୟକ ଗାଦିରେ ବସିଥାନ୍ତେ ତେବେ କେତେ? ନିରୀହ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଏବେ ଜେଲରେ ଚକି ପେଶିବେ ଜଣେ ଜନପ୍ରତିନିଧି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us