Advertisment

କେମିତି ଘରକୁ ନେଲେ ପରୀକ୍ଷା ଖାତା?

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷୀରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ରାଣୀ ମଳିକ। ସେ ଜାମୁଝାଡ଼ିର ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ସେଣ୍ଟରରେ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ। ଗଣିତ ପରୀକ୍ଷା ଦିନ ଅବହେଳାରେ ସେ ତାଙ୍କର ଘରକୁ ନେଇଯାଇଥିଲେ ଉତ୍ତର ଖାତା। ସ୍କୁଲର ଛାତ୍ରୀ ଜଣକ ଖାତାଟିକୁ ଅଜାଣତରେ ଆଣିଥିବା କହୁଥିବା ବେଳେ ସୁପେରିନଟେଣ୍ଡେଣ୍ଟ ଏଭଳି କିଛି ଘଟଣା ଘଟିନଥିବା କହିଛନ୍ତିl

author-image
Debendra Prusty

Odisha School Matric Exam