ମାନସିକ ଦୁଶ୍ଚିନ୍ତାରୁ କେମିତି ପାଇବେ ମୁକ୍ତି ?

ମାନସିକ ଦୁଶ୍ଚିନ୍ତାରୁ କେମିତି ପାଇବେ ମୁକ୍ତି ? ସବୁବେଳେ ଅନ୍ୟ ସହିତ ତୁଳନା କରୁଥିବା ମଣିଷ ଜୀବନରେ ସୁଃଖ ପାଏ ନା ଦୁଃଖ ପାଏ । ଯଦି ମଣିଷ ଅନ୍ୟ ସହ ନିଜକୁ ତୁଳନା ନକରିବ, ତେବେ ସେ କଣ ଆଗକୁ ବଢି ପାରିବ ?

Manoj Swain
  • Published: Sunday, 21 May 2023
  • Updated: 21 May 2023, 02:00 PM IST

Sports

Latest News

ମାନସିକ ଦୁଶ୍ଚିନ୍ତାରୁ କେମିତି ପାଇବେ ମୁକ୍ତି ? ସବୁବେଳେ ଅନ୍ୟ ସହିତ ତୁଳନା କରୁଥିବା ମଣିଷ ଜୀବନରେ ସୁଃଖ ପାଏ ନା ଦୁଃଖ ପାଏ। ଯଦି ମଣିଷ ଅନ୍ୟ ସହ ନିଜକୁ ତୁଳନା ନ କରିବ, ତେବେ ସେ କଣ ଆଗକୁ ବଢି ପାରିବ ? ଚାକିରୀରେ ଆସୁଥିବା ସମସ୍ୟାକୁ କେମିତି ଜଣେ ସମାଧାନ କରିପାରିବ ? ଭଗବାନଙ୍କୁ ଡରିକି ପୂଜା କରୁଥିବା ବ୍ୟକ୍ତି କି ଫଳ ପାଏ ? ଏସବୁ ଜଟିଳ ପ୍ରଶ୍ନର ସରଳ ଉତ୍ତର ରଖିଛନ୍ତି ଆଧ୍ୟାତ୍ମିକ ଗୁରୁ ଡ. ଚନ୍ଦ୍ରଭାନୁ ଶତପଥି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos