ମାନସିକ ଦୁଶ୍ଚିନ୍ତାରୁ କେମିତି ପାଇବେ ମୁକ୍ତି ? ସବୁବେଳେ ଅନ୍ୟ ସହିତ ତୁଳନା କରୁଥିବା ମଣିଷ ଜୀବନରେ ସୁଃଖ ପାଏ ନା ଦୁଃଖ ପାଏ। ଯଦି ମଣିଷ ଅନ୍ୟ ସହ ନିଜକୁ ତୁଳନା ନ କରିବ, ତେବେ ସେ କଣ ଆଗକୁ ବଢି ପାରିବ ? ଚାକିରୀରେ ଆସୁଥିବା ସମସ୍ୟାକୁ କେମିତି ଜଣେ ସମାଧାନ କରିପାରିବ ? ଭଗବାନଙ୍କୁ ଡରିକି ପୂଜା କରୁଥିବା ବ୍ୟକ୍ତି କି ଫଳ ପାଏ ? ଏସବୁ ଜଟିଳ ପ୍ରଶ୍ନର ସରଳ ଉତ୍ତର ରଖିଛନ୍ତି ଆଧ୍ୟାତ୍ମିକ ଗୁରୁ ଡ. ଚନ୍ଦ୍ରଭାନୁ ଶତପଥି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ?
ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ ? ଗଂଜାମ ଓ ଢେଙ୍କାନାଳରେ ଚୋର ସନ୍ଦେହରେ ଦୁଇ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣା ପରେ ଉଠିଛି ଏଭଳି ପ୍ରଶ୍ନ।
Odisha
ଜୀବନ ନେଇଯାଇଥାନ୍ତା ଭତ୍ତା ଟଙ୍କା
ଚାଲିବାକୁ ବଳ ନଥିଲା। ତଥାପି ବାହାରିପଡ଼ିଥିଲେ। ସାବିତ୍ରୀର ଅବସର। ଏମିତିରେ ନିଜ ବୃଦ୍ଧ ସ୍ୱାମୀଙ୍କୁ ଏକା କେମିତି ଛାଡ଼ିଥାନ୍ତେ। ସେଥିଲାଗି ହାତରେ ହାତ ରଖି ଉଦୁଉଦିଆ ଖରାବେଳଟାରେ ଭତ୍ତା ଟଙ୍କା ଆଣିବାକୁ ଚାଲିଲେ ବୃଦ୍ଧ ଦମ୍ପତି।
Odisha
‘ନବୀନ କହିଲେ ୧୨ ମାସ, ୫-ଟି କହିଲେ ୨୪ ଘଣ୍ଟା’
ମେ ୭ ତାରିଖରେ ଥିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିର ବିଭିନ୍ନ ଅଞ୍ଚଳ ବୁଲିଥିଲେ ସଚିବ। ଏହି ଅବସରରେ ସେ ଶେରଗଡ଼ ଏବଂ ହିଞ୍ଜିଳି ବ୍ଲକର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ସରକାରୀ ବିଦ୍ୟାଳୟ ଗସ୍ତ କରିଥିଲେ। ହିଞ୍ଜିଳି ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ମିଶନ ଶକ୍ତି ଗ୍ରୁପର ମହିଳାଙ୍କ ସହ ଆଲୋଚନା କରିଥିଲେ। ସ୍କୁଲରେ ଯେଉଁ ସବୁ ଅସୁବିଧା ରହିଛି ତାହା ଆଗାମୀ ଦିନରେ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହାକୁ ନେଇ ରାଜନୀତିକ ଟାର୍ଗେଟ୍ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ।
Odisha
ସୁପ୍ରିମ କୋର୍ଟରେ ଓଡ଼ିଶାର ଜ୍ୱାଇଁ
ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି। ସୁପ୍ରିମକୋର୍ଟର ଦୁଇ ବିଚାରପତି ଏବେ ଓଡ଼ିଶାର ଜ୍ୱାଇଁ। ପ୍ରଶାନ୍ତ କୁମାର ମିଶ୍ରଙ୍କ ହାତଗଣ୍ଠି ବଲାଙ୍ଗୀରରେ ପଡ଼ିଛି।