ମାନସିକ ଦୁଶ୍ଚିନ୍ତାରୁ କେମିତି ପାଇବେ ମୁକ୍ତି ? କଣ କହୁଛନ୍ତି ଗୁରୁଜୀ ଚନ୍ଦ୍ରଭାନୁ ଶତପଥି... | Odisha Reporter
Advertisment
ମାନସିକ ଦୁଶ୍ଚିନ୍ତାରୁ କେମିତି ପାଇବେ ମୁକ୍ତି ? ସବୁବେଳେ ଅନ୍ୟ ସହିତ ତୁଳନା କରୁଥିବା ମଣିଷ ଜୀବନରେ ସୁଃଖ ପାଏ ନା ଦୁଃଖ ପାଏ। ଯଦି ମଣିଷ ଅନ୍ୟ ସହ ନିଜକୁ ତୁଳନା ନ କରିବ, ତେବେ ସେ କଣ ଆଗକୁ ବଢି ପାରିବ ? ଚାକିରୀରେ ଆସୁଥିବା ସମସ୍ୟାକୁ କେମିତି ଜଣେ ସମାଧାନ କରିପାରିବ ? ଭଗବାନଙ୍କୁ ଡରିକି ପୂଜା କରୁଥିବା ବ୍ୟକ୍ତି କି ଫଳ ପାଏ ? ଏସବୁ ଜଟିଳ ପ୍ରଶ୍ନର ସରଳ ଉତ୍ତର ରଖିଛନ୍ତି ଆଧ୍ୟାତ୍ମିକ ଗୁରୁ ଡ. ଚନ୍ଦ୍ରଭାନୁ ଶତପଥି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us