ପୁରୀରେ କିଭଳି ଲିଭିଲା ନିଆଁ ? | Odisha Reporter
କେତେ ସଂଘର୍ଷପୂର୍ଣ୍ଣ ଥିଲା ପୁରୀରେ ନିଆଁ ଲିଭାଇବା, ଶୁଣନ୍ତୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ମୁହଁରୁ। ସେ କହିଛନ୍ତି, ଦୋକାନଗୁଡ଼ିକର ସଟର୍ ବନ୍ଦ ଥିଲା, ନିଆଁରେ ଲକ୍ ଗୁଡିକ ତରଳି ସଟର ସହ ମିଶିଗଲା, ୭୦-୮୦ ଡିଗ୍ରୀ ତାତିକି ଥିଲା ବିଲଡିଂ, ସମ୍ପୂର୍ଣ୍ଣ ଅନ୍ଧାର ଆଉ କଳା ଧୂଆଁମୟ, ୨୦-୩୦ ଫୁଟ ଭିତରକୁ ପଶି ହେଉନଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
