Advertisment

ପୁରୀରେ କିଭଳି ଲିଭିଲା ନିଆଁ ?

କେତେ ସଂଘର୍ଷପୂର୍ଣ୍ଣ ଥିଲା ପୁରୀରେ ନିଆଁ ଲିଭାଇବା, ଶୁଣନ୍ତୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ମୁହଁରୁ। ସେ କହିଛନ୍ତି, ଦୋକାନଗୁଡ଼ିକର ସଟର୍ ବନ୍ଦ ଥିଲା, ନିଆଁରେ ଲକ୍ ଗୁଡିକ ତରଳି ସଟର ସହ ମିଶିଗଲା, ୭୦-୮୦ ଡିଗ୍ରୀ ତାତିକି ଥିଲା ବିଲଡିଂ, ସମ୍ପୂର୍ଣ୍ଣ ଅନ୍ଧାର ଆଉ କଳା ଧୂଆଁମୟ, ୨୦-୩୦ ଫୁଟ ଭିତରକୁ ପଶି ହେଉନଥିଲା।

Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe