Advertisment

ଏ କାନ୍ଦ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କୁ ମଧ୍ୟ ସ୍ତବ୍ଧ କରିଦେବ

ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। କେବଳ ମୁଖ୍ୟମନ୍ତ୍ରୀ କାହିଁକି ଶ୍ରମମନ୍ତ୍ରୀଙ୍କ ଘର ମଧ୍ୟ ଏହି ଜିଲ୍ଲାରେ। ହେଲେ ଏହି ଜିଲ୍ଲାକୁ ପିଛା ଛାଡୁନି ଦାଦନ ଦୁଃଖ। ଯେଉଁଠି ଗଞ୍ଜାମକୁ ବିଶ୍ୱରେ ଏକ ନମ୍ୱର ଜିଲ୍ଲା ଭାବେ ପରିଚୟ ଦେବାକୁ ଯୋଜନା କରାଯାଉଛି ସେଠି ସବୁଠୁ ଅଧିକ ଦାଦନ। ଆଉ ଏକଥା ସରକାରଙ୍କୁ ଦେଖାଯାଉଛି ତ? ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟ ସାମ୍ନାକୁ ଆସେ। ଅନେକ ସମୟରେ ରାଜ୍ୟ ବାହାରକୁ ଓ ବିଦେଶ ଯାଇ ଦାଦନ ସରଦାରର ଅତ୍ୟାଚାରରେ ଅତିଷ୍ଠ ହୁଏ ଶ୍ରମିକ। ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

Odisha Ganjam Migrant Labors Migrant Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe