Advertisment

ଡାକ୍ତର କେମିତି ଧରିବେ ଗୋପାଳର ମୁଣ୍ଡ ଦୋଷ ?

ଗୋପାଳର ମାନସିକ ଅବସ୍ଥା ଠିକ ଅଛି କି ନାହିଁ ? ଏ ନେଇ ମାନସିକ ରୋଗ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି। ଗୋପାଳର ମାନସିକତା ଅବସ୍ଥା ଠିକ ନଥିବାରୁ ଏତେ ବଡ଼ କାଣ୍ଡ ଘଟାଇଲେ କି ? ବାଇପୋଲାର ଡିଜଅର୍ଡର ଭଳି ରୋଗର ଶିକାର ହୋଇଥିବା ଲୋକ, ଏତେ ବଡ଼ ଘଟଣା ଘଟାଇ ପାରିବେ କି ? ମାନସିକ ରୋଗର ଦ୍ବାହି ଦେଇ, ଗୋପାଳ ଖସିଯିବାକୁ ଉଦ୍ୟମ କରୁନାହାନ୍ତି ତ ? ଯଦି ସେ ମିଛ କହୁଛନ୍ତି, ତାଙ୍କର ମିଛକୁ କେମିତି ଧରିବେ ଡାକ୍ତରୀ ଟିମ୍ ? ସେ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର।

author-image
Manoj Swain
ଅଦ୍ୟତନ ହୋଇଛି

Odisha Police Crime Branch Naba Das Murder