ବହୁ ପରିମାଣର ନକଲି ସାର୍ଟିଫିକେଟ, ବ୍ଲାଙ୍କ ସାର୍ଟିଫିକେଟ, ଲୋଗୋ, ପ୍ରିଣ୍ଟର ମେସିନ, ୬ଟି ସ୍ମାର୍ଟ ଫୋନ, ଓଡ଼ିଶା ସରକାର ସମେତ ଛତିଶଗଡ଼, ଆନ୍ଧ୍ର ଶିକ୍ଷା ବିଭାଗର ହୋଲୋଗ୍ରାମ ଲୋଗୋ ଜବତ। ଏନେଇ ବ୍ରହ୍ମପୁର ଏସପି କଣ ସୂଚନା ଦେଉଛନ୍ତି ଶୁଣନ୍ତୁ।