/odisha-reporter/media/post_attachments/uploads/2020/03/nilagiri-6777.jpg)
nilagiri
ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଳଡ଼ିହା ବନ ବିଭାଗ ଅଧୀନ ଡେଉଁଚଖାଲ ଅଞ୍ଚଳରୁ ଆଜି ସକାଳେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଖସି ପଳାଇଛି। ଗିରଫ ଶିକାରୀର ନାଁ ପବନା ସିଂ। ତା’ ଘର ବାବନ୍ଧ ଅଞ୍ଚଳରେ।
Advertisment
ପବନା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିସହ ଖସି ଗଲା ବେଳେ ଅନ୍ୟ ଶିକାରୀ ଜଣଙ୍କ ଛାଡ଼ି ଯାଇଥିବା ଗୋଟିଏ ବନ୍ଧୁକକୁ ବି ବନ ବିଭାଗ ଅଧିକାରୀମାନେ ଜବତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
