Advertisment

କୁଳଡ଼ିହା ଅଭୟାରଣ୍ୟରୁ ଶିକାରୀ ଗିରଫ

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଳଡ଼ିହା ବନ ବିଭାଗ ଅଧୀନ ଡେଉଁଚଖାଲ ଅଞ୍ଚଳରୁ ଆଜି ସକାଳେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଖସି ପଳାଇଛି। ଗିରଫ ଶିକାରୀର ନାଁ ପବନା ସିଂ। ତା’ ଘର ବାବନ୍ଧ ଅଞ୍ଚଳରେ। ପବନା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିସହ ଖସି ଗଲା ବେଳେ ଅନ୍ୟ ଶିକାରୀ ଜଣଙ୍କ ଛାଡ଼ି ଯାଇଥିବା ଗୋଟିଏ ବନ୍ଧୁକକୁ ବି ବନ ବିଭାଗ ଅଧିକାରୀମାନେ ଜବତ କରିଛନ୍ତି। […]

କୁଳଡ଼ିହା ଅଭୟାରଣ୍ୟରୁ ଶିକାରୀ ଗିରଫ

nilagiri

Advertisment

ନୀଳଗିରି (ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଳଡ଼ିହା ବନ ବିଭାଗ ଅଧୀନ ଡେଉଁଚଖାଲ ଅଞ୍ଚଳରୁ ଆଜି ସକାଳେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଖସି ପଳାଇଛି। ଗିରଫ ଶିକାରୀର ନାଁ ପବନା ସିଂ। ତା’ ଘର ବାବନ୍ଧ ଅଞ୍ଚଳରେ।

Advertisment

ପବନା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିସହ ଖସି ଗଲା ବେଳେ ଅନ୍ୟ ଶିକାରୀ ଜଣଙ୍କ ଛାଡ଼ି ଯାଇଥିବା ଗୋଟିଏ ବନ୍ଧୁକକୁ ବି ବନ ବିଭାଗ ଅଧିକାରୀମାନେ ଜବତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe