Advertisment

ନାବାଳକ ସହ ଛୁ ମାରୁଥିଲେ, ବାଟରେ ଧରିଲା ସ୍ୱାମୀ

ରାସ୍ତା ଉପରେ ବସି ଭେଁ ଭେଁ କାନ୍ଦୁଛନ୍ତି ଜଣେ ମହିଳା। ଏତେ ଜୋରରେ କାନ୍ଦୁଛନ୍ତି ଯେ ରାସ୍ତାରେ ଯିଏ ଯାଉଛି ସିଏ ଚାହୁଁଛି। ସମସ୍ତେ ପଚାରୁଛନ୍ତି କଣ ହୋଇଛି? କାହିଁକି କାନ୍ଦୁଛନ୍ତି ଏଇ ମହିଳା ଜଣକ? ହେଲେ ପୂରା ସତ ଜାଣିଲେ ଆପଣଙ୍କର ଉଡିଯିବ ହୋସ୍‌। ରାସ୍ତାରେ ବସି କାନ୍ଦୁଥିବା ମହିଳା ଆଉ ଏହି ନାବାଳକ ଜଣକ ହେଉଛନ୍ତି ପ୍ରେମୀଯୁଗଳ।

Wife Husband-wife Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe