ସ୍ୱାମୀ ନିଷ୍ପତ୍ତି ନେଇ ସାରିଥିଲେ, ପ୍ରଥମେ ପତ୍ନୀଙ୍କୁ ହତ୍ୟା କରିବେ ପରେ ନିଜେ ଆତ୍ମହତ୍ୟା କରିବେ। ହେଲେ କାହିଁକି? କିନ୍ତୁ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକରେ ଲାଇଭ ଭିଡିଓ କରି ଟିକନିକ କଥା କହିଲେ କାହିଁକି?