Advertisment

ସ୍ତ୍ରୀର ଇଜ୍ଜତ ଲୁଟିବାକୁ ସ୍ୱାମୀ କଲା ଷଡ଼ଯନ୍ତ୍ର!

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ରାଣୀପୋଖରୀ ଗାଁର ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଗୁଣ୍ଡା ଲଗାଇ ତାଙ୍କ ଇଜ୍ଜତ ଲୁଟିବାକୁ ତାଙ୍କ ନିଜ ସ୍ୱାମୀ ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏନେଇ ଆଳି ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ସେ ରାଣୀପୋଖରୀ ଗ୍ରାମର ଆଶିଷ ଦାସଙ୍କୁ ବିବାହ କରିଥିଲେ।

Rape Husband-wife Crime Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe