Advertisment

ପତ୍ନୀଙ୍କ ପାଇଁ ନିର୍ମାଣ କରିଛନ୍ତି ୭ କୋଟିର ମନ୍ଦିର

ସୁନା, ଅଳଙ୍କାର ନୁହେଁ ଏକ ଛୋଟ ସନ୍ତୋଷୀ ମା’ଙ୍କ ମନ୍ଦିର ନିର୍ମାଣ କରି ଦେବାକୁ ସ୍ୱାମୀଙ୍କ ନିକଟରେ ଜିଦ୍‌ କରିଥିଲେ ପତ୍ନୀ। ସ୍ୱାମୀ ବି ପତ୍ନୀଙ୍କ କଥାରେ ସହମତ ପ୍ରକାଶ କଲେ। ଆଉ ଏକ ଛୋଟ ମନ୍ଦିରର କାମ ଆରମ୍ଭ କରୁ କରୁ ତାହା କେବେ ଯେ ବିଶାଳ ରୂପ ନେଲା ତାହା କେହି ଜାଣି ପାରିଲେନି। ପ୍ରାୟ ୧୫ ବର୍ଷ ପୂର୍ବେ ୩୦ ଲକ୍ଷ ବଜେଟରୁ ଆରମ୍ଭ ହୋଇଥିବା ମନ୍ଦିର କାମ ୭ କୋଟିରେ ଶେଷ ହୋଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକ୍କଣା ଗ୍ରାମରେ ଏହି ବିଶାଳକାୟ ଓ ଦକ୍ଷିଣ ଭାରତୀୟ ଶୈଳୀରେ ସୁଉଚ୍ଚ ସନ୍ତୋଷୀ ମା’ଙ୍କ ମନ୍ଦିର ନିର୍ମିତ ହୋଇଛି ।

author-image
Manoj Swain

Jajpur Temple