ସୁନା, ଅଳଙ୍କାର ନୁହେଁ ଏକ ଛୋଟ ସନ୍ତୋଷୀ ମା’ଙ୍କ ମନ୍ଦିର ନିର୍ମାଣ କରି ଦେବାକୁ ସ୍ୱାମୀଙ୍କ ନିକଟରେ ଜିଦ୍ କରିଥିଲେ ପତ୍ନୀ। ସ୍ୱାମୀ ବି ପତ୍ନୀଙ୍କ କଥାରେ ସହମତ ପ୍ରକାଶ କଲେ। ଆଉ ଏକ ଛୋଟ ମନ୍ଦିରର କାମ ଆରମ୍ଭ କରୁ କରୁ ତାହା କେବେ ଯେ ବିଶାଳ ରୂପ ନେଲା ତାହା କେହି ଜାଣି ପାରିଲେନି। ପ୍ରାୟ ୧୫ ବର୍ଷ ପୂର୍ବେ ୩୦ ଲକ୍ଷ ବଜେଟରୁ ଆରମ୍ଭ ହୋଇଥିବା ମନ୍ଦିର କାମ ୭ କୋଟିରେ ଶେଷ ହୋଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକ୍କଣା ଗ୍ରାମରେ ଏହି ବିଶାଳକାୟ ଓ ଦକ୍ଷିଣ ଭାରତୀୟ ଶୈଳୀରେ ସୁଉଚ୍ଚ ସନ୍ତୋଷୀ ମା’ଙ୍କ ମନ୍ଦିର ନିର୍ମିତ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଇକ୍ରେ ଯାଉଥିଲେ; ୪ ଯୁବକଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରକ୍
ଆଜି ସକାଳେ ବୋଇପରିଗୁଡ଼ା ବ୍ଲକ ବିଚଲକଟା ଗ୍ରାମର ୪ଜଣ ଯୁବକ ବାଇକ୍ ଯୋଗେ କୌଣସି କାମରେ ଯାଉଥିଲେ।
Accident
ହାତୀ ଘଉଡାଇବାକୁ ଯାଇଥିଲେ; କଚାଡି ମାରିଦେଲା
ଗତ ୧୮ ତାରିଖରେ ହାତୀବାରି ଅଞ୍ଚଳରେ ଧାନ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା।
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।