ସ୍ୱାମୀ ଛଟପଟ ହସୁଛି ସ୍ତ୍ରୀ | Balasore - Special Report | Odisha Reporter
Advertisment
ଏପଟେ ରୋଗଗ୍ରସ୍ତ ସ୍ୱାମୀ ହସ୍ପିଟାଲର ବେଡ଼ରେ ପଡ଼ି ମୃତ୍ୟୁ ସହ ଲଢେଇ କରୁଛନ୍ତି। ଅନ୍ୟପଟେ ପ୍ରେମିକ ସାଙ୍ଗରେ ଖୁସି ମନାଉଛି ସ୍ତ୍ରୀ। ଆଉ କିଛି ଘଣ୍ଟା ପରେ ସ୍ୱାମୀଙ୍କର ଅସ୍ତ୍ରୋପଚାର ହୋଇଥାନ୍ତା। ଏଭଳି ସମୟରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଦେବାଦେବୀଙ୍କୁ ଡାକିବା ବଦଳରେ ପତ୍ନୀ ଅନ୍ୟ ଜଣେ ପୁରୁଷକୁ ବିବାହ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us