‘ଅଭିନେତ୍ରୀ ନିକିତା ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ’

କଟକ (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ସାହୁ ଦାୟୀ। ଏପରି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଡିସିପି ଅଖିଳେଶ୍ୱର ସିଂ। ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ଦାୟୀ ବୋଲି ସେ କହିଛନ୍ତି। ଡିସିପି ଆହୁରି କହିଛନ୍ତି, “ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଲିପନ ସ୍ୱୀକାର କରିଛନ୍ତି। ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହେଇଥିଲା। ଏହି ସମୟରେ ନିକିତା ଛାତରୁ ଖସି ପଡ଼ିଥିଲେ।” ଲିପନର […]

nikita

nikita

Rakesh Mallick
  • Published: Tuesday, 08 January 2019
  • Updated: 08 January 2019, 04:51 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ସାହୁ ଦାୟୀ। ଏପରି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଡିସିପି ଅଖିଳେଶ୍ୱର ସିଂ। ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ଦାୟୀ ବୋଲି ସେ କହିଛନ୍ତି।

ଡିସିପି ଆହୁରି କହିଛନ୍ତି, “ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଲିପନ ସ୍ୱୀକାର କରିଛନ୍ତି। ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହେଇଥିଲା। ଏହି ସମୟରେ ନିକିତା ଛାତରୁ ଖସି ପଡ଼ିଥିଲେ।”

ଲିପନର ବାପା ମାଆଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ଉଭୟଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି ବୋଲି ଡିସିପି କହିଛନ୍ତି।

ଡିସିପି କହିଛନ୍ତି, “୨୦୧୬ ମସିହାରେ ଉଭୟଙ୍କ ବିବାହ ହୋଇଥିଲା। ୪ ମାସ ପର୍ଯ୍ୟନ୍ତ ସବୁ ଠିକ୍‌ ଥିଲା। ଏହାପରେ ଶାଶୂ ଓ ବୋହୁଙ୍କ ମଧ୍ୟରେ ରହିବା ଓ ଯିବା ଆସିବାକୁ ନେଇ ବିବାଦ ଦେଖା ଦେଇଥିଲା। ଏହା ପରେ ସ୍ୱାମୀସ୍ତ୍ରୀ ଅଲଗା ରହୁଥିଲେ। ଏହାପରେ ତାଙ୍କର ଏକ ପିଲା ହୋଇଥିଲା। ପିଲାଟି ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ତା’ର ଯତ୍ନ ନେବାକୁ ଘରେ ଆସି ରହିବାକୁ ସ୍ୱାମୀସ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହାପରେ ନିକିତା ଆସି ତାଙ୍କ ବାପ ଘରେ ରହୁଥିଲେ। ୪ ତାରିଖ ରାତି ଶୁକ୍ରବାର ଦିନ ଲିପନଙ୍କ ଶ୍ୱଶୁର ଘର ଆସିବାକୁ ନେଇ ବିବାଦ ଦେଖା ଦେଇଥିଲା। ସପ୍ତାହର ୩ ଦିନ (ଶୁକ୍ରବାର, ଶନିବାର ଓ ରବିବାର) ସେ ଆସିବାକୁ ସହମତି ଦେଇଥିଲେ। ହେଲେ ସେ କାହିଁକି ଆସି ରହୁନାହାନ୍ତି ବୋଲି ନିକିତା ପ୍ରଶ୍ନ କରିବାରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ି ଯିବାରୁ ଉଭୟ ଛାତ ଉପରକୁ କଥାବାର୍ତ୍ତା ହେବାକୁ ଯାଇଥିଲେ। ସେହି ସମୟରେ ଏହି ଘଟଣା ଘଟିଛି।”

ନିକିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ସନାତନ ବେହେରା ଅଭିଯୋଗ ଆଣିବା ସହ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶାଶୂ ଘର ଲୋକେ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଥାନାରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗତ ୪ ତାରିଖ ରାତିରେ ନିକିତା ଛାତରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୫ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ  ଲିପନଙ୍କ ଭଉଣୀ କହିଛନ୍ତି, “ମୋ ଭାଇ ନିର୍ଦ୍ଦୋଷ। ସେ ସେଭଳି କାମ କରିପାରିବେନି। ଘରୋଇ ହିଂସା କଥା ସଂପୂର୍ଣ୍ଣ ମିଛ। ଭାଉଜ ଘରେ ରହୁ ନଥିଲେ।”

ଦେଖନ୍ତୁ ସ୍ୱାମୀଙ୍କ ସହ ନିକିତାଙ୍କର କିଛି ଫାଇଲ୍ ଫଟୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story