Advertisment

ସିନ୍ଦୂର ପୋଛିବା ପୂର୍ବରୁ ପହଞ୍ଚିଗଲେ ସ୍ୱାମୀ!

ପରିବାର ଲୋକେ ନିଷ୍ପତ୍ତି ନେଇସାରିଥିଲେ। ସେ ଆଉ ବୋଧେ ଦୁନିଆରେ ନାହାଁନ୍ତି। ଶୁଦ୍ଧିକ୍ରିୟା କରିବା ଲାଗି ସବୁ ପ୍ରସ୍ତୁତି ବି ସରିଥିଲା। ମାତ୍ର ହାତରେ ଆଉ କିଛି ଦିନ ବାକିଥିଲା। କିନ୍ତୁ ଅଚାନକ ପହଞ୍ଚିଗଲେ ଘରର ମୁରବୀ। ପୂରା ଘଟଣା ଜାଣିବା ପରେ ଆପଣ ବି କହିବେ, ଯାହା ହେଲା ଭଲ ହେଲା।

Husband-wife Relation Wife Odisha Husband
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe