Advertisment

ସ୍ତ୍ରୀ'କୁ ଉଲଗ୍ନ କରି ବଳି ଦେଇଛି ସ୍ୱାମୀ!

୫--୬୦ ବର୍ଷ ତଳୁ ଅଜା ଶିଖାଇଥିବା ତନ୍ତ୍ର ବିଦ୍ୟା ପାଇଁ ସ୍ତ୍ରୀକୁ ମାରି ଉଲଗ୍ନ କରି ମା'ଙ୍କୁ ଅର୍ପଣ କରିଥିବା କହୁଛି ଅଭିଯୁକ୍ତ। ପୂରା ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ସ୍ତ୍ରୀ'ର କ୍ଷତାକ୍ତ ମୃତଦେହକୁ ଉଲଗ୍ନ କରାଯାଇଛି। ଜଙ୍ଗଲରେ ଏକ ପିଢ଼ା ଉପରେ ମୃତ ସ୍ତ୍ରୀକୁ ରଖି ସିନ୍ଦୂର ଧୂପ ସହ ମା' ଭୈରବୀଙ୍କୁ ଅର୍ପଣ କରାଯାଉଛି। ଭଳି ଏକ ଲୋମଟାଙ୍କୁରା ଘଟଣାର ଖବର ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଂଚଳରୁ।

Tantra Sacrifice Odisha Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe