ନିଷ୍ଠୁର ସ୍ୱାମୀ: ରଙ୍ଗ କମ୍‌ କହି ସ୍ତ୍ରୀ, ଛୁଆକୁ ଘରୁ ତଡ଼ିଦେଲା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦେହର ରଙ୍ଗ ଆଗରେ ତୁଚ୍ଛ ହୋଇଗଲା ସମ୍ପର୍କର ମୂଲ୍ୟ । ଯାହା ହାତ ଧରି ଘରକୁ ଆଣିଥିଲେ, ତା’ ରଙ୍ଗ କମ୍‌ ବୋଲି କହି ବିବାହର ୯ ବର୍ଷ ପରେ  ଘରୁ ତଡ଼ିଦେଲେ। କେବଳ ପତ୍ନୀକୁ ନୁହେଁ, ନିଜ ଝିଅକୁ ବି ସେଥିପାଇଁ ପର କରିଦେଇଛି ବାପା। ଯାହାକୁ ଅଲିଅଳିରେ ବଢ଼ାଇବା କଥା ତାକୁ ବି ଘରୁ ତଣ୍ଟିଆ ମାରିବାକୁ ପଛାଇ ନାହିଁ।   ରଙ୍ଗ କମ୍‌ ବୋଲି କହି ସ୍ୱାମୀର କର୍ତ୍ତବ୍ୟ ସାଙ୍ଗକୁ ବାପା […]

bls

bls

Niharika Rout
  • Published: Friday, 16 September 2022
  • Updated: 16 September 2022, 01:35 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦେହର ରଙ୍ଗ ଆଗରେ ତୁଚ୍ଛ ହୋଇଗଲା ସମ୍ପର୍କର ମୂଲ୍ୟ । ଯାହା ହାତ ଧରି ଘରକୁ ଆଣିଥିଲେ, ତା’ ରଙ୍ଗ କମ୍‌ ବୋଲି କହି ବିବାହର ୯ ବର୍ଷ ପରେ  ଘରୁ ତଡ଼ିଦେଲେ। କେବଳ ପତ୍ନୀକୁ ନୁହେଁ, ନିଜ ଝିଅକୁ ବି ସେଥିପାଇଁ ପର କରିଦେଇଛି ବାପା। ଯାହାକୁ ଅଲିଅଳିରେ ବଢ଼ାଇବା କଥା ତାକୁ ବି ଘରୁ ତଣ୍ଟିଆ ମାରିବାକୁ ପଛାଇ ନାହିଁ।   ରଙ୍ଗ କମ୍‌ ବୋଲି କହି ସ୍ୱାମୀର କର୍ତ୍ତବ୍ୟ ସାଙ୍ଗକୁ ବାପା ଦାୟିତ୍ୱରୁ ବି ଦୂରେଇ ଯାଇଛନ୍ତି ବ୍ୟକ୍ତିଜଣକ । ମା’ ଝିଅ ଏବେ ଘର ଆଗରେ ଭୋକ ଉପାସରେ ପଡ଼ି ରହିଥିବା ବେଳେ ଗ୍ରହଣ କରିବାକୁ ରୋକଠୋକ ମନା କରି ଦେଇଛି ବ୍ୟକ୍ତିଜଣକ । ଏପରି ଅମାନବୀୟ ଘଟଣା ବାଲେଶ୍ୱର ସିଂଲା ତାଡଦା ଗାଁରେ  ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ, ଗାଁର ଚନ୍ଦନ ଦାସ  ୨୦୧୩ ମସିହାରେ ବସ୍ତା ଜନ୍ତିକାପାଳ ଗାଁର ଜ୍ୟୋତ୍ସ୍ନା ଦାସଙ୍କୁ ବୈଦିକ ରାତିରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ତାଙ୍କର ଏକ ଝିଅଟିଏ ଜନ୍ମ ହୋଇଥିଲା । ମାତ୍ର ଝିଅର ରଙ୍ଗ କଳା ହୋଇଥିବାରୁ ପରିବାର ଲୋକେ ଉଭୟ ମା’ ଝିଅଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ଜ୍ୟୋତ୍ସ୍ନା ଅଭିଯୋଗ କରିଛନ୍ତି ।

[caption id="attachment_766774" align="aligncenter" width="650"]bls ଜ୍ୟୋତ୍ସ୍ନା ଓ ଚନ୍ଦନ ।[/caption]

ହେଲେ ଏବେ ସବୁ ନିର୍ଯାତନା ସୀମା ଟପିଗଲା। ପତ୍ନୀଙ୍କ ସମେତ ଛୁଆକୁ ବି ଘରୁ ବାହାର କରିଦେଇଛନ୍ତି ସ୍ୱାମୀ । ଏବେ ଉଭୟ ମା’ଝିଅ   ଘରୁ ବାହାରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି । ଗ୍ରାମବାସୀ ଘଟଣାର ସମାଧାନ କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ତ୍ରୀକୁ ଘରେ ପଶାଇବାକୁ ରୋକଠୋକ୍‌ ମନା କରିଦେଇଛନ୍ତି ତାଙ୍କ ସ୍ୱାମୀ ।

ଏନେଇ ଜ୍ୟୋତ୍ସ୍ନା କହିଛନ୍ତି, ମୋ’ ସ୍ୱାମୀଙ୍କର ବମ୍ବେରେ ଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଅଛି। ଆମେ କଳା ବୋଲି ସେ ଆମ ମା’ଝିଅଙ୍କୁ ପସନ୍ଦ କରନ୍ତିନି। ଖାଇବା, ପିଇବାକୁ ଦିଅନ୍ତିନି। ପ୍ରବଳ ମାଡ଼ ମାରୁଛନ୍ତି। ଆମ ରଙ୍ଗ କମ୍‌ ବୋଲି  ୭ ବର୍ଷ ହେଲାଣି ଆମେ ତାହାର ଶାସ୍ତି ପାଉଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story