ଚର୍ଚ୍ଚାରେ ଆଇଏଏସ୍ ଦେଓରଞ୍ଜନ ସିଂ: ୪ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହ ୪ଟି ଲାଭଜନକ ନିଗମର ଅଧ୍ୟକ୍ଷ ଦାୟିତ୍ୱ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ସିଂ ନିଜ ଦାୟିତ୍ୱ ସହ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ଭାବେ କାର୍ଯ୍ୟ ତୁଲାଇବେ । ସେ ମେ’ ୮ରୁ ୨୦ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।

Deoranjan Kumar Singh

Deoranjan Kumar Singh

Manoranjan Sial
  • Published: Saturday, 06 May 2023
  • Updated: 06 May 2023, 10:10 PM IST

Sports

Latest News

୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ(ଏସସିଏସ୍‌) ଦେଓରଞ୍ଜନ କୁମାର ସିଂଙ୍କୁ ଆଉ ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ସିଂ ଏବେ ଅତିରିକ୍ତ ଭାବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ମଧ୍ୟ ରହିଛନ୍ତି ।

Also Read

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ସିଂ ନିଜ ଦାୟିତ୍ୱ ସହ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ଭାବେ କାର୍ଯ୍ୟ ତୁଲାଇବେ । ସେ ମେ’ ୮ରୁ ୨୦ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଏହି ଅବଧି ପର୍ଯ୍ୟନ୍ତ ବିଦେଶରେ ଛୁଟି କଟାଇବାକୁ ଯାଇଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ସିଂ ଉକ୍ତ ଦୁଇ ବିଭାଗର ଦାୟିତ୍ୱ ତୁଲାଇବେ । ଶ୍ରୀ ସିଂ ଏବେ ଗୃହ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମେତ ଓଡ଼ିଶା ଖଣି ନିଗମ, ଓଡ଼ିଶା ମଦ ନିଗମ, ଇଡକଲ ଓ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ସିଂଙ୍କ ସମ୍ପର୍କୀୟ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂ ମଧ୍ୟ ଏବେ ତାଙ୍କ ଭଳି ଏକାଧିକ ଦାୟିତ୍ୱରେ ରହିଛନ୍ତି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ସିଂ ଏବେ ଶକ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ସେ କଟକସ୍ଥିତ ବାଣିଜ୍ୟକର ଓ ଜିଏସଟି କମିଶନର ଏବଂ ଗ୍ରୀଡକୋ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଏହି ମାମୁଁ-ଭଣଜା ଯୋଡ଼ି ଏବେ ରାଜ୍ୟ ସରକାରଙ୍କ ୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମେତ ୬ଟି ଅନ୍ୟ ଲାଭଜନକ ସଂସ୍ଥାର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଜଣେ ଲେଖାଏଁ ଅଫିସରଙ୍କୁ ଏତେ ଅଧିକ ବିଭାଗ ନ୍ୟସ୍ତ କରି ରାଜ୍ୟ ସରକାର ପରୋକ୍ଷରେ ନିଜର ଆଇଏଏସ୍ କ୍ୟାଡ଼ର ମ୍ୟାନେଜମେଂଟ ବିପର୍ଯ୍ୟସ୍ତ ସ୍ଥିତିକୁ ପଦାରେ ପକାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story