n908-1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୋମ୍ କ୍ୱାରେଣ୍ଟାଇନରେ ରହିଲେ IAS ଆର.ଭିନିଲକ୍ରିଷ୍ଣା । ଗତ କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି IAS ଆର୍ ଭିନିଲକ୍ରିଷ୍ଣା। ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି। ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟ୍ରେ ପଞ୍ଜିକରଣ କରିଛନ୍ତି ।
ନିଜ ଯାତ୍ରା ସମ୍ପର୍କରେ ସବିଶେଷ ତଥ୍ୟ ସେ ରଖିଛନ୍ତି। ତେବେ ସେ ସୁସ୍ଥ ରହିଛନ୍ତି। କିନ୍ତୁ ସରକାରୀ ଗାଇଡଲାଇନ ଅନୁସାରେ କ୍ୱାରେଣ୍ଟାଇନରେ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ମାଲକାନଗିରିର ଜିଲ୍ଲାପାଳ ଥିବା ବେଳେ ମାଓବାଦୀଙ୍କ ଅପହରଣର ଶିକାର ହୋଇ ୨୦୧୧ରେ ଚର୍ଚ୍ଚାକୁ ଆସିଥିଲେ ଆର୍.ଭିନିଲକ୍ରିଷ୍ଣା। ତାଙ୍କୁ ୯ଦିନ ରଖିବା ପରେ ମାଓବାଦୀମାନେ ମୁକ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/n908-1.jpg)