Advertisment

ଇଛାଧୀନ କୋଟାରେ ଜମି ଆବଣ୍ଟନ ମାମଲା: ଭିଜିଲାନସ ହାତରେ ୨୫ଟି ଗୁରୁତ୍ୱପୂର୍ଣ୍ଣ ଫ।ଇଲ

ଭୁବନେଶ୍ୱର: ଇଛାଧୀନ କୋଟା ଓ ଏକାଧିକ ପ୍ଲଟ ଓ ଫ୍ଲ।ଟ୍ ଆବଣ୍ଟନ ମାମଲାର ତଦନ୍ତ ପାଇଁ  ଆଜି ପୁଣି ବିଡିଏରୁ ୨୫ଟି ଗୁରୁତ୍ୱପୂର୍ଣ୍ଣ ଫ।ଇଲ ନେଇଛି ଭିଜିଲାନସ। ଅନ୍ୟପଟେ ସିଡିଏରୁ ମଧ୍ୟ ଭିଜିଲାନସ  ୧୦ରୁ ଅଧିକ ଫ।ଇଲ ଜବତ କରିଥିବା ସୂଚନା ମିଲିଛି। ଏହାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଡିଏରୁ ୭୭ଟି ଫ।ଇଲ ନିଆଯାଇ ଥିବାବେଳେ ସିଡିଏରୁ ୧୧ଟି ଫ।ଇଲ ସମ୍ପର୍କରେ ଖୋଲତାଡ଼ ଜାରି ରଖିଛି ଭିଜିଲାନସ ସେଲ। ବିଡିଏ ଏବଂ ସିଡିଏର ଫ।ଇଲ ଗୁଡିକୁ ଟିକନିଖ ଯାଞ୍ଚ […]

ଅଦ୍ୟତନ ହୋଇଛି
ଇଛାଧୀନ କୋଟାରେ ଏକାଧିକ ପ୍ଲଟ୍ ଓ ଫ୍ଲ।ଟ ଆବଣ୍ଟନ ମାମଲା: ପୁଣି ବିଡିଏରୁ ୫୦ଟି ଫ।ଇଲ ନେଲା ଭିଜିଲାନସ୍

bda

Advertisment

ଭୁବନେଶ୍ୱର: ଇଛାଧୀନ କୋଟା ଓ ଏକାଧିକ ପ୍ଲଟ ଓ ଫ୍ଲ।ଟ୍ ଆବଣ୍ଟନ ମାମଲାର ତଦନ୍ତ ପାଇଁ  ଆଜି ପୁଣି ବିଡିଏରୁ ୨୫ଟି ଗୁରୁତ୍ୱପୂର୍ଣ୍ଣ ଫ।ଇଲ ନେଇଛି ଭିଜିଲାନସ। ଅନ୍ୟପଟେ ସିଡିଏରୁ ମଧ୍ୟ ଭିଜିଲାନସ  ୧୦ରୁ ଅଧିକ ଫ।ଇଲ ଜବତ କରିଥିବା ସୂଚନା ମିଲିଛି। ଏହାପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଡିଏରୁ ୭୭ଟି ଫ।ଇଲ ନିଆଯାଇ ଥିବାବେଳେ ସିଡିଏରୁ ୧୧ଟି ଫ।ଇଲ ସମ୍ପର୍କରେ ଖୋଲତାଡ଼ ଜାରି ରଖିଛି ଭିଜିଲାନସ ସେଲ। ବିଡିଏ ଏବଂ ସିଡିଏର ଫ।ଇଲ ଗୁଡିକୁ ଟିକନିଖ ଯାଞ୍ଚ କରିବା ସହ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। ଏପରିକି ଆଜି ବିଡିଏ କନଫେରେନସ୍ ରୁମରେ ଭିଜିଲାନସ ସେଲ ଡିଏସପି, ଆଲଟମେଣ୍ଟ ଅଫିସରଙ୍କୁ ଆବଣ୍ଟିତ ଫ୍ଲଟ ଓ ଫ୍ଲ।ଟ ସଂପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। ତାରାଦତ୍ତ ଟାକ୍ସଫେ।ର୍ସ ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଡାଲିଟି  ନିର୍ଦ୍ଧାରଣ ପରେ ଏହି କାର୍ଯାନୁଷ୍ଠାନ ଆରମ୍ଭ ହୋଇଛି। ଫ୍ଲଟ ଓ ଫ୍ଲ।ଟ ଆବଣ୍ଟନର ତଦନ୍ତ ପାଇଁ ଭିଜିଲାନସକୁ ଫ।ଇଲ ଦେବାକୁ ପୂର୍ବରୁ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe