/odisha-reporter/media/post_attachments/uploads/2015/05/bda.jpg)
bda
ଭୁବନେଶ୍ୱର: ଇଛାଧୀନ କୋଟାରେ ଏକାଧିକ ପ୍ଲଟ୍ ଓ ଫ୍ଲ।ଟ ଆବଣ୍ଟନ ମାମଲାର ତଦନ୍ତ ପାଇଁ ପୁଣି ବିଡିଏରୁ ୫୦ଟି ଗୁରୁତ୍ବପୂର୍ଣ ଫ।ଇଲ ନେଇଛି ଭିଜିଲାନସ୍। ସୋମବାର ଭିଜିଲାନସ ଟିମ୍ ଫ।ଇଲସବୁ ଜବତ କରି ଟିକନିଖ ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ ମୋଟ ତୃତୀୟ ପର୍ଯାୟକୁ ମିଶାଇ ବିଡିଏରୁ ୧୨୦ଟି ଫ।ଇଲ ନିଆସରିଥିବା ତଦନ୍ତକାରୀଦଳ ସୁଚନା ଦେଇଛନ୍ତି। ସେପଟେ ସିଡିଏରୁ ମଧ୍ୟ ଏଯାଏଁ ୨୯ଟି ଫ।ଇଲ ନିଆଯିବାସହ ହାଉସିଂ ବୋର୍ଡରୁ ୧୦ଟି ଫ।ଇଲ ନେଇଛନ୍ତି। ତାରା ଦତ୍ତ ଟାକ୍ସ ଫେ।ର୍ସ ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଡାଲିଟି ନିର୍ଦ୍ଧାରଣ ପରେ ଏହି କାର୍ଯ୍ୟାନୁଷ୍ଟାନ ଆରମ୍ଭ ହୋଇଛି। ଫ୍ଲଟ ଓ ଫ୍ଲ।ଟ ଆବଣ୍ଟନ ତଦନ୍ତ ପାଇଁ ଭିଜିଲାନସକୁ ଫ।ଇଲ ଦେବାକୁ ବିଡିଏ, ସିଡିଏ, ଓ ହାଉସିଂ ବୋର୍ଡକୁ ନଗର ଉନ୍ନୟନ ବିଭାଗ ଚିଠି ଲେଖିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
