ଭୁବନେଶ୍ୱର: ଇଛାଧୀନ କୋଟାରେ ଏକାଧିକ ପ୍ଲଟ୍ ଓ ଫ୍ଲ।ଟ ଆବଣ୍ଟନ ମାମଲାର ତଦନ୍ତ ପାଇଁ ପୁଣି ବିଡିଏରୁ ୫୦ଟି ଗୁରୁତ୍ବପୂର୍ଣ ଫ।ଇଲ ନେଇଛି ଭିଜିଲାନସ୍। ସୋମବାର ଭିଜିଲାନସ ଟିମ୍ ଫ।ଇଲସବୁ ଜବତ କରି ଟିକନିଖ ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ ମୋଟ ତୃତୀୟ ପର୍ଯାୟକୁ ମିଶାଇ ବିଡିଏରୁ ୧୨୦ଟି ଫ।ଇଲ ନିଆସରିଥିବା ତଦନ୍ତକାରୀଦଳ ସୁଚନା ଦେଇଛନ୍ତି। ସେପଟେ ସିଡିଏରୁ ମଧ୍ୟ ଏଯାଏଁ ୨୯ଟି ଫ।ଇଲ ନିଆଯିବାସହ ହାଉସିଂ ବୋର୍ଡରୁ ୧୦ଟି ଫ।ଇଲ ନେଇଛନ୍ତି। ତାରା ଦତ୍ତ ଟାକ୍ସ ଫେ।ର୍ସ ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଡାଲିଟି ନିର୍ଦ୍ଧାରଣ ପରେ ଏହି କାର୍ଯ୍ୟାନୁଷ୍ଟାନ ଆରମ୍ଭ ହୋଇଛି। ଫ୍ଲଟ ଓ ଫ୍ଲ।ଟ ଆବଣ୍ଟନ ତଦନ୍ତ ପାଇଁ ଭିଜିଲାନସକୁ ଫ।ଇଲ ଦେବାକୁ ବିଡିଏ, ସିଡିଏ, ଓ ହାଉସିଂ ବୋର୍ଡକୁ ନଗର ଉନ୍ନୟନ ବିଭାଗ ଚିଠି ଲେଖିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।