ପ୍ରକାଶ ପାଇଲା ICSE ଓ ISC- ୨୦୨୩ ରେଜଲ୍ଟ

ଆଜି ପ୍ରକାଶ ପାଇଥିବା ICSE ଦଶମ ରେଜଲ୍‌ଟରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ପ୍ରସାଦ ଶତପଥୀ ହୋଇଛନ୍ତି ଓଡ଼ିଶା ଟପ୍ପର

ICSE and ISC result

Representative image

Manoranjan Sial
  • Published: Sunday, 14 May 2023
  • Updated: 14 May 2023, 04:08 PM IST

Sports

Latest News

ପ୍ରକାଶ ପାଇଲା ICSE ଓ ISC- ୨୦୨୩ ରେଜଲ୍ଟ। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ରେଜଲ୍ଟ ଆଜି ପ୍ରକାଶ ପାଇଛି। ପାସ୍‌ହାର ICSE ଦଶମରେ ୯୮.୯୪% ହୋଇଥିବା ବେଳେ ISC ଦ୍ୱାଦଶରେ ୯୬.୯୩% ହୋଇଛି। cisce.org ଓ results.cisce.orgରେ ରେଜଲ୍ଟ ଉପଲବ୍ଧ ହେଉଛି। ଡିଜିଲକର ଓ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣି ହେବ।

Also Read

ଆଜି ପ୍ରକାଶ ପାଇଥିବା ICSE ଦଶମ ରେଜଲ୍‌ଟରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ପ୍ରସାଦ ଶତପଥୀ ହୋଇଛନ୍ତି ଓଡ଼ିଶା ଟପ୍ପର। ଉଭୟେ ୯୯.୪୦% ମାର୍କ ରଖି ମିଳିତ ଭାବେ ଟପ୍ପର ହୋଇଛନ୍ତି। ସେହିପରି ସଞ୍ଜନା ପଲେଇ, ପ୍ରତିକା ମିଶ୍ର, ପ୍ରେମା ମଞ୍ଜରୀ, ଆୟଷ ନନ୍ଦ ୯୯.୨୦% ମାର୍କ ରଖିଥିବା ବେଳେ ଅନୁଷ୍କା ମିତ୍ତଲ, ଓଜଲ ଆକାଶ, ଓକାର ମହାପାତ୍ର ଓ ଅମରେନ୍ଦ୍ର ସ୍ୱାଇଁ ୯୯.୦ ପ୍ରତିଶତ ମାର୍କ ରଖି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ସେହିପରି ISC ଦ୍ୱାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୮.୨୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ସ୍ତୁତିଲେଖା ପଟ୍ଟନାୟକ ୯୮.୦୦%, ସୁଦୀପ ଅଧିକାରୀ ଓ ଶ୍ରୀୟା ଦତ୍ତ ୯୭.୫ ପ୍ରତିଶତ ମାର୍କ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story