Advertisment

ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପ୍ରସଙ୍ଗ: ରାଜ୍ୟକୁ ଚିଠି ପଠାଇଲା କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ

ଭୁବନେଶ୍ୱର:ସମ୍ୱଲପୁରରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପ୍ରସଙ୍ଗରେ ପୁଣି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ। ମୋଟ୍ ୫ଟି ବିଷୟରେ ଅବଗତ କରାଇବାକୁ ରାଜ୍ୟକୁ କହିଛି ବିଭାଗ। ସମ୍ୱଲପୁରରେ ଆବଶ୍ୟକୀୟ ଭିତ୍ତିଭୂମି ଅଛି ନା ନାହିଁ, ସମ୍ୱଲପୁର ଆଖପାଖ ଅଂଚଳରେ ବଡ ଧରଣର ବ୍ୟବସାୟିକ ପେଣ୍ଠସ୍ଥଳୀ ଅଛି ନା ନାହିଁ, ବୃହତ ଶିଳ୍ପାନୁଷ୍ଠାନ କଣ ଅଛି, ସମ୍ୱଲପୁର ଆଖପାଖ ଅଂଚଳରେ ଅର୍ଥନୈତିକ ସ୍ଥିତି କଣ ରହିଛି ଏବଂ ଆଇଆଇଏମରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ପରିବାର […]

ଅଦ୍ୟତନ ହୋଇଛି
ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପ୍ରସଙ୍ଗ: ରାଜ୍ୟକୁ ଚିଠି ପଠାଇଲା କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ

Ministry-of-Human-Resource-Development

Advertisment

ଭୁବନେଶ୍ୱର:ସମ୍ୱଲପୁରରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପ୍ରସଙ୍ଗରେ ପୁଣି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ। ମୋଟ୍ ୫ଟି ବିଷୟରେ ଅବଗତ କରାଇବାକୁ ରାଜ୍ୟକୁ କହିଛି ବିଭାଗ। ସମ୍ୱଲପୁରରେ ଆବଶ୍ୟକୀୟ ଭିତ୍ତିଭୂମି ଅଛି ନା ନାହିଁ, ସମ୍ୱଲପୁର ଆଖପାଖ ଅଂଚଳରେ ବଡ ଧରଣର ବ୍ୟବସାୟିକ ପେଣ୍ଠସ୍ଥଳୀ ଅଛି ନା ନାହିଁ, ବୃହତ ଶିଳ୍ପାନୁଷ୍ଠାନ କଣ ଅଛି, ସମ୍ୱଲପୁର ଆଖପାଖ ଅଂଚଳରେ ଅର୍ଥନୈତିକ ସ୍ଥିତି କଣ ରହିଛି ଏବଂ ଆଇଆଇଏମରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସମ୍ୱଲପୁରରେ କଣ ନିଯୂକ୍ତି ସୁଯୋଗ ରହିଛି ଏଭଳି ୫ଟି ପ୍ରସଙ୍ଗରେ ରାଜ୍ୟ ଠାରୁ ଜାଣିବାକୁ ଚାହିଁଛି କେନ୍ଦ୍ର। ଏନେଇ ଆସନ୍ତା ୫ ତାରିଖରେ ରାଜ୍ୟ କେନ୍ଦ୍ରକୁ ଅବଗତ କରିବ ବୋଲି ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe