/odisha-reporter/media/post_attachments/uploads/2018/09/Untitled-1-4-1.jpg)
Untitled-1-4
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୩ଟି ଜିଲ୍ଲାରେ ଆଜି ଝଡ଼ତୋଫାନ ସହ ବର୍ଷା ହେବ। ଏହା ସହ ବଜ୍ରପାତର ବି ସମ୍ଭାବନା ରହିଛି। ଏନେଇ ଜିଲ୍ଲାଗୁଡିକୁ ଅପରାହ୍ଣ ସାଢ଼େ ଗୋଟାଏ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Advertisment
ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଗଞ୍ଜାମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
