Advertisment

ଏହି ସବୁ ଜିଲ୍ଲାରେ ହୋଇପାରେ ଝଡ଼ତୋଫାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୩ଟି ଜିଲ୍ଲାରେ ଆଜି ଝଡ଼ତୋଫାନ ସହ ବର୍ଷା ହେବ। ଏହା ସହ ବଜ୍ରପାତର ବି ସମ୍ଭାବନା ରହିଛି। ଏନେଇ ଜିଲ୍ଲାଗୁଡିକୁ ଅପରାହ୍ଣ ସାଢ଼େ ଗୋଟାଏ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଗଞ୍ଜାମ।

ଅଦ୍ୟତନ ହୋଇଛି
ଏହି ସବୁ ଜିଲ୍ଲାରେ ହୋଇପାରେ ଝଡ଼ତୋଫାନ

Untitled-1-4

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୩ଟି ଜିଲ୍ଲାରେ ଆଜି ଝଡ଼ତୋଫାନ ସହ ବର୍ଷା ହେବ। ଏହା ସହ ବଜ୍ରପାତର ବି ସମ୍ଭାବନା ରହିଛି। ଏନେଇ ଜିଲ୍ଲାଗୁଡିକୁ ଅପରାହ୍ଣ ସାଢ଼େ ଗୋଟାଏ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Advertisment

ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଗଞ୍ଜାମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe