Advertisment

ଟୁଇନ୍ ସିଟିରେ ଆହୁରି ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ, ଭୁବନେଶ୍ୱରରେ ଆଜି ଘଡ଼ଘଡ଼ି ସହ ବର୍ଷା ହେଉଥିବା ବେଳେ ଆସନ୍ତା ୨/୩ ଘଣ୍ଟା ପର୍ଯ୍ୟନ୍ତ ଏହା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା ଖସଡ଼ା ହୋଇପାରେ। ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ  ହୋଇ ନ ପାରେ। ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ତଳିଆ […]

ବଜ୍ରପାତରେ ଆଖି ବୁଜିଲେ ୬

lighting

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ, ଭୁବନେଶ୍ୱରରେ ଆଜି ଘଡ଼ଘଡ଼ି ସହ ବର୍ଷା ହେଉଥିବା ବେଳେ ଆସନ୍ତା ୨/୩ ଘଣ୍ଟା ପର୍ଯ୍ୟନ୍ତ ଏହା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା ଖସଡ଼ା ହୋଇପାରେ। ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ  ହୋଇ ନ ପାରେ। ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ତଳିଆ ଅଞ୍ଚଳରେ ପାଣି ଜମି ରହିବାର ମଧ୍ୟ ଆଶଙ୍କା କରାଯାଉଛି।

Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe