ଅଦ୍ୟତନ ହୋଇଛି
berhampur
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳରେ ୭ଟି ହାତୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
Advertisment
ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, “ସରକାରର ଗୋଟିଏ ହାତ କ’ଣ କରୁଛି ଅନ୍ୟ ହାତ ଜାଣୁନି।”
/odisha-reporter/media/post_attachments/wp-content/uploads/2018/10/rtrttt99000.jpg)
ସେହିପରି ଜଙ୍ଗଲ ଓ ବିଜୁଳି ବିଭାଗ ମଧ୍ୟରେ ସମନ୍ୱୟକୁ ନେଇ ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି। ଦୁଇ ବିଭାଗରେ ସମନ୍ୱୟର ଅଭାବ ଯୋଗୁ ଓଡ଼ିଶାର ଅମୂଲ୍ୟ ସମ୍ପଦ ନଷ୍ଟ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/Dharmendra-Pradhan.jpg)