ବିଧାୟକ ପାଣ୍ଠିରେ ବି 12% ପିସି? | Odisha Reporter
Advertisment
ଆମ ବିଧାୟକ ପାଣ୍ଠିରୁ ବି ନିଆଯାଉଛି ୧୦%ରୁ ୧୨% ପିସି’। ଦୁର୍ନୀତି ସବୁଆଡ଼େ ବ୍ୟାପି ଯାଇଛି ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ। `ଦୁର୍ନୀତିମୁକ୍ତ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ରରେ ବିଧାୟକଙ୍କ ବିସ୍ଫୋରଣ। ଦୁର୍ନୀତି ପାଇଁ ଓଡ଼ିଶାର ପ୍ରଗତି ଧିମା ହୋଇଛି କହିଲେ ବିଭିନ୍ନ ବକ୍ତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us