ମଝି ରାସ୍ତାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରାଉ କଲା କୋଶଲ ସେନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାକୁ ଅଣଦେଖା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ୍ ପଡ଼ିଥିବା ନେଇ ଗତକାଲିଠୁ ପଦଯାତ୍ରା କରୁଥିବା କୋଶଲ ଯୁବ ସମନ୍ୱୟ ସମିତି ଆଜି ମଝି ରାସ୍ତାରେ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରାଉ କରିଛି। ମନ୍ତ୍ରୀ ଶ୍ରୀମତୀ ସାହୁ ଆଜି ଭୁବନେଶ୍ୱରରୁ ଟିଟିଲାଗଡ଼ ଯାଉଥିବାବେଳେ ବରଗାଁ ଛକ ନିକଟରେ କୋଶଲ ସେନା କର୍ମକର୍ତ୍ତାମାନେ ତାଙ୍କୁ ଅଟକ ରଖି ରାଜ୍ୟ ସରକାରଙ୍କ ଅବହେଳା ସମ୍ପର୍କରେ ପ୍ରତିବାଦ ଜଣାଇଥିଲେ। ମିଳିଥିବା ସୂଚନା […]

6jm

6jm

Ordigital Desk
  • Published: Saturday, 24 July 2021
  • Updated: 24 July 2021, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାକୁ ଅଣଦେଖା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ୍ ପଡ଼ିଥିବା ନେଇ ଗତକାଲିଠୁ ପଦଯାତ୍ରା କରୁଥିବା କୋଶଲ ଯୁବ ସମନ୍ୱୟ ସମିତି ଆଜି ମଝି ରାସ୍ତାରେ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରାଉ କରିଛି। ମନ୍ତ୍ରୀ ଶ୍ରୀମତୀ ସାହୁ ଆଜି ଭୁବନେଶ୍ୱରରୁ ଟିଟିଲାଗଡ଼ ଯାଉଥିବାବେଳେ ବରଗାଁ ଛକ ନିକଟରେ କୋଶଲ ସେନା କର୍ମକର୍ତ୍ତାମାନେ ତାଙ୍କୁ ଅଟକ ରଖି ରାଜ୍ୟ ସରକାରଙ୍କ ଅବହେଳା ସମ୍ପର୍କରେ ପ୍ରତିବାଦ ଜଣାଇଥିଲେ।
ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ମନ୍ତ୍ରୀ ଶ୍ରୀମତୀ ସାହୁ ଆଜି ବିଳମ୍ବିତ ସନ୍ଧ୍ୟା ସମୟରେ ବରଗାଁ ଛକ ନିକଟରେ କୋଶଲ ସେନା କର୍ମୀମାନେ ତାଙ୍କୁ ଅଟକାଇବା ସହ ଘେରାଉ କରିଥିଲେ । ତେବେ ସଇଁତଳା ପୁଲିସ ଘେରାଉରେ ସାମିଲ କର୍ମକର୍ତ୍ତାଙ୍କୁ ପ୍ରଥମେ ବୁଝାଇବା ଓ  ଗିରଫ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏହାପରେ ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ବାସଭବନ ଅଭିମୁଖେ ଗସ୍ତ କରିଥିଲେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଧିକାଂଶ ଗରିବ ଲୋକ ବାଦ୍ ପଡ଼ିଥିବା ପ୍ରତିବାଦରେ କୋଶଲ ସମନ୍ୱୟ କମିଟି ପକ୍ଷରୁ ଗତକାଲିଠାରୁ ଭବାନୀପାଟଣାରୁ ବରଗଡ଼ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ ହୋଇଛି ଓ ଏହି ପଦଯାତ୍ରା ଆଜି ସଇଁତଳା ପର୍ଯ୍ୟନ୍ତ ପହଂଚିଥିବାବେଳେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ସହ ବରଗାଁ ଛକ ନିକଟରେ ମୁହାମୁହିଁ ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story