ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସରେ ଚଢ଼ଉ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଆଜି କମ୍ପାନୀର ବିଭିନ୍ନ ଖଣି ଓ ଠିକଣାରେ ଆୟକର ବିଭାଗ ଚଢ଼ଉ କରିଛି। ଟିକସ ଯାଞ୍ଚ ନେଇ ସଂସ୍ଥାର ୧୫ରୁ ୧୬ ସ୍ଥାନରେ ଆୟକର ବିଭାଗ ଏହି ଚଢ଼ଉ କରିଚି। ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା ଘର, କାର୍ଯ୍ୟାଳୟ ଓ ବିଭିନ୍ନ ଖଣି କାର୍ଯ୍ୟାଳୟ ସମେତ ଭୁବନେଶ୍ୱରର ସହିଦନଗରରେ ଥିବା କମ୍ପାନୀ ଅଫିସରେ ମଧ୍ୟ ଚଢ଼ଉ ହୋଇଛି। ଏଥିସହ ଯୋଡାସ୍ଥିତ ତାଙ୍କ ଅଫିସରେ ମଧ୍ୟ ବିଭାଗ ପକ୍ଷରୁ […]

indrani

indrani

Rakesh Mallick
  • Published: Friday, 11 January 2019
  • Updated: 11 January 2019, 06:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଆଜି କମ୍ପାନୀର ବିଭିନ୍ନ ଖଣି ଓ ଠିକଣାରେ ଆୟକର ବିଭାଗ ଚଢ଼ଉ କରିଛି।

ଟିକସ ଯାଞ୍ଚ ନେଇ ସଂସ୍ଥାର ୧୫ରୁ ୧୬ ସ୍ଥାନରେ ଆୟକର ବିଭାଗ ଏହି ଚଢ଼ଉ କରିଚି।

ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା ଘର, କାର୍ଯ୍ୟାଳୟ ଓ ବିଭିନ୍ନ ଖଣି କାର୍ଯ୍ୟାଳୟ ସମେତ ଭୁବନେଶ୍ୱରର ସହିଦନଗରରେ ଥିବା କମ୍ପାନୀ ଅଫିସରେ ମଧ୍ୟ ଚଢ଼ଉ ହୋଇଛି। ଏଥିସହ ଯୋଡାସ୍ଥିତ ତାଙ୍କ ଅଫିସରେ ମଧ୍ୟ ବିଭାଗ ପକ୍ଷରୁ ଚଢଉ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story