ସ୍ୱାଧୀନତା ଦିବସ: ସପ୍ତାହିକ ଶଟଡାଉନ୍ କୋହଳ, ୨୦ରୁ ଅଧିକ ଲୋକ ଏକଜୁଟ ହେବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣର ତୃତୀୟ ଲହରକୁ ନେଇ ଆଶଙ୍କା କରାଯାଉଥିବାବେଳେ ରାଜ୍ୟ ସରକାର ଅଗଷ୍ଟ ୧୫ତାରିଖ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ଭୁବନେଶ୍ୱର, କଟକ ଓ ପୁରୀରେ ସାପ୍ତାହିକ ଶଟଡାଉନକୁ କୋହଳ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସର୍ବାଧିକ ୨୦ଜଣ ଲୋକ ଏକଜୁଟ ହୋଇପାରିବେ ବୋଲି ଆଜି ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶ ଆଧାରରେ ମୁଖ୍ୟ ସଚିବଙ୍କ ଦ୍ୱାରା ଆଜି ଜାରି […]

covid

covid

Ordigital Desk
  • Published: Saturday, 07 August 2021
  • Updated: 07 August 2021, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣର ତୃତୀୟ ଲହରକୁ ନେଇ ଆଶଙ୍କା କରାଯାଉଥିବାବେଳେ ରାଜ୍ୟ ସରକାର ଅଗଷ୍ଟ ୧୫ତାରିଖ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ଭୁବନେଶ୍ୱର, କଟକ ଓ ପୁରୀରେ ସାପ୍ତାହିକ ଶଟଡାଉନକୁ କୋହଳ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସର୍ବାଧିକ ୨୦ଜଣ ଲୋକ ଏକଜୁଟ ହୋଇପାରିବେ ବୋଲି ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।
ରାଜ୍ୟପାଳଙ୍କ ନିର୍ଦ୍ଦେଶ ଆଧାରରେ ମୁଖ୍ୟ ସଚିବଙ୍କ ଦ୍ୱାରା ଆଜି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, କେବଳ ଅଗଷ୍ଟ ୧୫ତାରିଖ ରବିବାର ଦିନ ସକାଳ ୧୧ଟା ପର୍ଯ୍ୟନ୍ତ ସାପ୍ତାହିକ ଶଟଡାଉନ୍ କଟକଣା ଭୁବନେଶ୍ୱର, କଟକ ଓ ପୁରୀ ସହରରେ କୋହଳ ହେବ। ଜାତୀୟ ପତାକା ଉତ୍ତୋଳନ ପାଇଁ କୌଣସି ସ୍ଥାନରେ ୧୦ଜଣରୁ ଅଧିକ ଲୋକ ଏକଜୁଟ ହୋଇପାରିବେ ନାହିଁ । ଆଉ ୧୦ଜଣ ଏକଜୁଟ ହେଉଥିବା ସ୍ଥାନରେ କୋଭିଡ୍ ନିୟମ ଅନୁସାରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ସାନିଟାଇଜ୍ ଆଦି ପାଳନ କରିବାକୁ ପଡ଼ିବ।
ସେହିପରି ଏହି ୩ଟି ସ୍ଥାନକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସର୍ବାଧିକ ୨୦ଜଣ ଲୋକ ଏକଜୁଟ ହୋଇପାରିବେ। ମାତ୍ର ସେମାନଙ୍କୁ କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଏହି ଉଭୟ ନିୟମ ସରକାରୀ ଅଫିସଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ ପାଇଁ ମଧ୍ୟ ପ୍ରଯୁଜ୍ୟ।
ତେବେ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ଉତ୍ସବ ରାଜ୍ୟ ଗୃହ ବିଭାଗର ଗାଇଡଲାଇନ୍ ଅନୁସାରେ ପାଳନ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story