ରାସ୍ତା କଡ଼ରୁ ମିଳିଲା ଯବାନଙ୍କ ମୃତଦେହ, ହତ୍ୟା ଅଭିଯୋଗ

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାୟଧରାପୁର-ବନ୍ଧଢ଼ିହ ରାସ୍ତା ପାର୍ଶ୍ୱରୁ ଆଜି ଜଣେ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜିତେନ୍ଦ୍ର ଜେନାସାମନ୍ତ। ତାଙ୍କ ଘର ଜନକ ଗାଁରେ। ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ତିନି ଦିନ ତଳେ ହାଇଦ୍ରାବାଦରୁ ଗାଁକୁ ଆସିଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ଘର ଲୋକେ ରାତିରେ ବହୁତ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇ […]

Jawan Jitendra Jenasamanta

Jawan Jitendra Jenasamanta

Jitendra Garnayak
  • Published: Tuesday, 03 August 2021
  • Updated: 03 August 2021, 04:38 PM IST

Sports

Latest News

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାୟଧରାପୁର-ବନ୍ଧଢ଼ିହ ରାସ୍ତା ପାର୍ଶ୍ୱରୁ ଆଜି ଜଣେ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜିତେନ୍ଦ୍ର ଜେନାସାମନ୍ତ। ତାଙ୍କ ଘର ଜନକ ଗାଁରେ।

ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ତିନି ଦିନ ତଳେ ହାଇଦ୍ରାବାଦରୁ ଗାଁକୁ ଆସିଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ଘର ଲୋକେ ରାତିରେ ବହୁତ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ମୃତଦେହକୁ ଜବତ କରି ତଦନ୍ତ କରୁଛି।

ଜିତେନ୍ଦ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ବାପା ମହେଶ୍ୱର ଜେନାସାମନ୍ତ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏଫ୍‌ଆଇଆର୍‌ ମଧ୍ୟ ଦେଇଛନ୍ତି।

ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବାଇକ୍ ନେଇ ଘରୁ ବାହାରି ଯାଇଥିଲେ। ତେବେ ନ ଫେରିବାରୁ ସେ ଫୋନ୍ କରିଥିଲେ। ଜିତେନ୍ଦ୍ର ବ୍ରହ୍ମବରଦାରେ ଥିବା କହିଥିଲେ ଓ ଖୁବ୍‌ଶୀଘ୍ର ଫେରିଆସିବେ ବୋଲି କହିଥିଲେ। ମାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନ ଫେରିବାରୁ ସେ ପୁଣି ଫୋନ୍ କରିଥିଲେ। କିନ୍ତୁ ଜିତେନ୍ଦ୍ର ଏଥର କିଛି ଉତ୍ତର ଦେଇ ନଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର ପତ୍ତା ମିଳି ନଥିଲା। ଆଜି ତାଙ୍କ ମୃତଦେହ ମିଳିଥିଲା। ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଯୋଗୁ ଏହା ହତ୍ୟାକାଣ୍ଡ ଭଳି ଜଣାପଡ଼ୁଛି ବୋଲି ମହେଶ୍ୱର ଜେନାସାମନ୍ତ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story