Advertisment

ବିଦେଶିନୀ ନୁହେଁ, ମୁଁ ଏବେ ଓଡ଼ିଆଣୀ!

ମୁଁ ଆଉ ବିଦେଶିନୀ ନୁହେଁ, ଏବେ ମୁଁ ଖାଣ୍ଟି ଓଡ଼ିଆଣୀ। ଆଉ ମୁଁ ଇଣ୍ଡୋନେସିଆର ଝିଅ ନୁହେଁ, ମୁଁ ପରା ଓଡ଼ିଶାର ବୋହୂ। ୟେ ହେଉଛନ୍ତି ଇଣ୍ଡୋନେସିଆର ମାରିଆଣା ଯିଏ ପ୍ରେମ ପାଇଁ ସାତ ଦରିଆ ତେର ନଇଁ ପାର ହୋଇ ଆସି ଧରିଛନ୍ତି ଜଣେ ଓଡ଼ିଆ ପୁଅର ହାତ। ଫେସବୁକ ପ୍ରେମ ତାଙ୍କୁ ସଜାଇଦେଇଛି ଓଡ଼ିଆଣୀ।

Odisha Reporter Odisha Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe