ଇନଡୋର ଉଦଘାଟନ, ଆଉଟଡୋର ପଲିଟିକ୍ସ | Odisha Reporter
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ତେବେ ଭାଷଣ ଦେବା ମଧ୍ୟରେ ଇନଡୋର ଷ୍ଟାଡିୟମ ତିଆରି କରିଥିବା କଂପାନି ଗେଲ (GAIL) ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଆଣିଥିଲେ ନରସିଂହ । କହିଥିଲେ ପୂରା ନିର୍ମାଣ ସରିନଥିବା ବେଳେ, ନିର୍ମାଣ କରୁଥିବା କଂପାନୀ ଗେଲ, ଷ୍ଟାଡିୟମକୁ ହସ୍ତାନ୍ତର କରିଛି । କାନ୍ଥରେ ତିନୋଟି ଜାଗାରେ ଫାଟ ଅଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
