Advertisment

ଇନଡୋର ଷ୍ଟାଡିୟମ ଉଦଘାଟନ, ଆଉଟଡୋର ପଲିଟିକ୍ସ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ନରସିଂହ ମିଶ୍ର । ତେବେ ଭାଷଣ ଦେବା ମଧ୍ୟରେ ଇନଡୋର ଷ୍ଟାଡିୟମ ତିଆରି କରିଥିବା କଂପାନି ଗେଲ (GAIL) ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଆଣିଥିଲେ ନରସିଂହ ।

Advertisment

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ତେବେ ଭାଷଣ ଦେବା ମଧ୍ୟରେ ଇନଡୋର ଷ୍ଟାଡିୟମ ତିଆରି କରିଥିବା କଂପାନି ଗେଲ (GAIL) ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଆଣିଥିଲେ ନରସିଂହ । କହିଥିଲେ ପୂରା ନିର୍ମାଣ ସରିନଥିବା ବେଳେ, ନିର୍ମାଣ କରୁଥିବା କଂପାନୀ ଗେଲ, ଷ୍ଟାଡିୟମକୁ ହସ୍ତାନ୍ତର କରିଛି । କାନ୍ଥରେ ତିନୋଟି ଜାଗାରେ ଫାଟ ଅଛି ।

Advertisment
Odisha Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe