ବିଜେଡିରେ କୁଖ୍ୟାତ ଲୁଟେରା ! | Odisha Reporter
Advertisment
ଟିକେ ଭଲ କରି ଚାହିଁ ଦେଖନ୍ତୁ ଭ୍ରାତାଙ୍କ ବଦନ। କମିଶନରେଟ ପୁଲିସ ବାନ୍ଧିଥିବା ଏହି ଯୁବକ ହେଉଛନ୍ତି ଜଣେ କୁଖ୍ୟାତ ଲୁଟେରା ନିରଞ୍ଜନ ସାସମଲ। ଘର ବାରଙ୍ଗ ଗଣ୍ଡରପୁର ଅଞ୍ଚଳରେ। ଲୁଟ, ରାହାଜାନି, ଡକାୟତିରେ କୁଆଡ଼େ ମାହିର। ନିକଟରେ ବାଦାମବାଡି ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ପରେ ପୁଲିସ ଆଗରେ ନିଜ ଅପରାଧର ସାମ୍ରାଜ୍ୟ ବିଷୟରେ ବଡ ଖୁଲାସା କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us