Advertisment

ଚାଉଳ ରାନ୍ଧିଲେ ଲମ୍ବି ଯାଉଛି!

ଖାଉଟିଙ୍କ ଚାଉଳ ଦାନାରେ ବାହାରୁଛି ପ୍ଲାଷ୍ଟିକ। ମାଗଣା ମିଳୁଛି ଚାଉଳ, ମାଗଣାରେ ମିଳୁଛି ରୋଗ। ଚାଉଳ ଖାଇଲେ ମଣିଷ ଶରୀରକୁ ପୋଷଣ ମିଳିବା ପରିବର୍ତ୍ତେ ମିଳିବ କ୍ୟାନସର ଭଳି ମାରାତ୍ମକ ରୋଗ। କାରଣ ପିଡିଏସ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ ଚାଉଳ।

author-image
Debendra Prusty

ଖାଉଟିଙ୍କ ଚାଉଳ ଦାନାରେ ବାହାରୁଛି ପ୍ଲାଷ୍ଟିକ। ମାଗଣା ମିଳୁଛି ଚାଉଳ, ମାଗଣାରେ ମିଳୁଛି ରୋଗ। ଚାଉଳ ଖାଇଲେ ମଣିଷ ଶରୀରକୁ ପୋଷଣ ମିଳିବା ପରିବର୍ତ୍ତେ ମିଳିବ କ୍ୟାନସର ଭଳି ମାରାତ୍ମକ ରୋଗ। କାରଣ ପିଡିଏସ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ ଚାଉଳ। 

Advertisment
Plastic Rice Odisha Free Rice