Advertisment

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଗୁରୁବାରରେ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି। ୭ ଜଣ ଆଇପିଏସ୍ ଅଫିସରଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ୨୦୦୧ ବ୍ୟାଚ ଅଫିସର ଏସ୍.ସାଇନିଙ୍କୁ ରାଜ୍ୟ ପୋଲିସ ହେଡକ୍ୱାର୍ଟର ଡିଆଇଜି ଭାବେ ନିଯୁକ୍ତି ମିଳିଛି। ସେହିପରି ୨୦୦୭ ବ୍ୟାଚ ଆପିଏସ୍ ନୀତିନ ଶେଖର ବାଲେଶ୍ୱର ଏସପି, ସେହି ବ୍ୟାଚ୍ ଆଇପିଏସ୍ ଅଭିନାଶ କୁମାରଙ୍କୁ ବାରିପଦା ଓଏସଏପି ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ଭାବେ ଦାୟିତ୍ୱ ଦିଆଯାଇଛି। ୨୦୦୮ ବ୍ୟାଚ୍ ଆଇପିଏସ୍ ଉମାଶଙ୍କର ଦାସ ଝାରସୁଗୁଡା ଏସପି ଓ ୨୦୧୦ ବ୍ୟାଚ୍ […]

ଅଦ୍ୟତନ ହୋଇଛି
ଆଇପିଏସ୍ ସ୍ତରରେ ଅଦଳବଦଳ

Odisha-Police

Advertisment

ଭୁବନେଶ୍ୱର: ଗୁରୁବାରରେ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି। ୭ ଜଣ ଆଇପିଏସ୍ ଅଫିସରଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ୨୦୦୧ ବ୍ୟାଚ ଅଫିସର ଏସ୍.ସାଇନିଙ୍କୁ ରାଜ୍ୟ ପୋଲିସ ହେଡକ୍ୱାର୍ଟର ଡିଆଇଜି ଭାବେ ନିଯୁକ୍ତି ମିଳିଛି। ସେହିପରି ୨୦୦୭ ବ୍ୟାଚ ଆପିଏସ୍ ନୀତିନ ଶେଖର ବାଲେଶ୍ୱର ଏସପି, ସେହି ବ୍ୟାଚ୍ ଆଇପିଏସ୍ ଅଭିନାଶ କୁମାରଙ୍କୁ ବାରିପଦା ଓଏସଏପି ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ଭାବେ ଦାୟିତ୍ୱ ଦିଆଯାଇଛି। ୨୦୦୮ ବ୍ୟାଚ୍ ଆଇପିଏସ୍ ଉମାଶଙ୍କର ଦାସ ଝାରସୁଗୁଡା ଏସପି ଓ ୨୦୧୦ ବ୍ୟାଚ୍ ଆଇପିଏସ୍ ସାରା ଶର୍ମା ଦେବଗଡ଼ ଏସପି ହୋଇଛନ୍ତି। ସେହି ବ୍ୟାଚର ଆଶିଷ ସିଂହ ଏସପି ବରଗଡ ଦାୟିତ୍ୱ ଦିଆଯାଇଛି। ୨୦୧୧ ବ୍ୟାଚ୍ ଅଫିସର ବୁଟୁଲା ଗଙ୍ଗ।ଧର ଏସପି ବୌଦ୍ଧ ଏବଂ ବରିଷ୍ଠ ଓପିଏସ୍ ପି.ସି.ପାତ୍ରଙ୍କୁ ଏସପି ସୋନପୁର ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe