ଦୀପାଳି ଓ ପରିବାର ଖୁସି ତ ? | Odisha Reporter
ଦାଖଲ ହେଲା ନବ ଦାସ ହତ୍ୟାକାଣ୍ଡ ତଦନ୍ତର ଚାର୍ଜସିଟ। ଦୀପାଳି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ଅଛି। ବାପାଙ୍କ ହତ୍ୟାକାଣ୍ଡକୁ କରାନଯାଉ ପ୍ରସଙ୍ଗ ବୋଲି ଦୀପାଳି କହିଥିଲେ। ତଦନ୍ତ ନେଇ ଦୀପାଳି ଓ ତାଙ୍କ ପରିବାର ପ୍ରଶ୍ନ କରିବେ ନା ଚାପରେ ଚୁପ୍ ରହିବେ? ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି କହି ମୁଣ୍ଡପାତି ସବୁ ସହିଯିବେ କି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
