ଦାଖଲ ହେଲା ନବ ଦାସ ହତ୍ୟାକାଣ୍ଡ ତଦନ୍ତର ଚାର୍ଜସିଟ। ଦୀପାଳି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ଅଛି। ବାପାଙ୍କ ହତ୍ୟାକାଣ୍ଡକୁ କରାନଯାଉ ପ୍ରସଙ୍ଗ ବୋଲି ଦୀପାଳି କହିଥିଲେ। ତଦନ୍ତ ନେଇ ଦୀପାଳି ଓ ତାଙ୍କ ପରିବାର ପ୍ରଶ୍ନ କରିବେ ନା ଚାପରେ ଚୁପ୍ ରହିବେ? ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି କହି ମୁଣ୍ଡପାତି ସବୁ ସହିଯିବେ କି?