Advertisment

‘ମୁହଁ ଖୋଲିଲେ ବହିଷ୍କାର’

ଆମେ ସିନା ଚାକିରୀଆ ବୋଲି କିଛି କହିପାରୁବୁନୁ। ପନିସମେଣ୍ଟ ମିଳିଯିବ। ଦଳରୁ ସସପେଣ୍ଡ ହେଇଯିବୁ। ଆମେ ସିନା ଦଳରେ ଅଛୁ ବୋଲି ଖୋଲାଖୋଲି କିଛି କହିପାରୁବୁ ନାହିଁ। ଦଳରୁ ବହିଷ୍କୃତ ହୋଇଯିବୁ। ଆମେ ସିନା ଅନ୍ୟ କିଛି ପ୍ରଲୋଭନରେ ଅଛୁ ବୋଲି ଆମ ସ୍ୱାର୍ଥରେ ବାଧା ଆସିବ। ଏମିତି କହିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

author-image
Debendra Prusty

Naveen Patnaik BjD Soumya Ranjan Patnaik Odisha