Advertisment

‘ମୁହଁ ଖୋଲିଲେ ବହିଷ୍କାର’

ଆମେ ସିନା ଚାକିରୀଆ ବୋଲି କିଛି କହିପାରୁବୁନୁ। ପନିସମେଣ୍ଟ ମିଳିଯିବ। ଦଳରୁ ସସପେଣ୍ଡ ହେଇଯିବୁ। ଆମେ ସିନା ଦଳରେ ଅଛୁ ବୋଲି ଖୋଲାଖୋଲି କିଛି କହିପାରୁବୁ ନାହିଁ। ଦଳରୁ ବହିଷ୍କୃତ ହୋଇଯିବୁ। ଆମେ ସିନା ଅନ୍ୟ କିଛି ପ୍ରଲୋଭନରେ ଅଛୁ ବୋଲି ଆମ ସ୍ୱାର୍ଥରେ ବାଧା ଆସିବ। ଏମିତି କହିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Odisha BjD Naveen Patnaik Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe