ସେଇଟା ମୁଖ୍ୟମନ୍ତ୍ରୀଙ୍କ ଅଡିଓ ତ’ | Odisha Reporter
ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଶରତ ପଟ୍ଟନାୟକ। କହିଲେ, 'ଅଡିଓ ବାର୍ତ୍ତାର ସ୍ବର ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରମାଣ କ’ଣ, ଅଡିଓ ବାର୍ତ୍ତା ଗ୍ରହଣୀୟ ନୁହେଁ, ଶ୍ବେତପତ୍ର ଦେଖାଅ, ମୁଖ୍ୟମନ୍ତ୍ରୀ 5T ସଚିବଙ୍କୁ ପଠାଉଛନ୍ତି ବୋଲି ଲିଖିତ ଭାବେ ରାଜ୍ୟବାସୀଙ୍କୁ ଜଣାନ୍ତୁ, ଲୋକେ ଭୋଟ ଲୋକପ୍ରତିନିଧିଙ୍କୁ ଦେଇଛନ୍ତି, ସଚିବଙ୍କୁ ନୁହେଁ।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
