Advertisment

'ଅଡିଓ ବାର୍ତ୍ତା ମୁଖ୍ୟମନ୍ତ୍ରୀଙ୍କର ତ ?’

ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଶରତ ପଟ୍ଟନାୟକ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଶରତ ପଟ୍ଟନାୟକ। କହିଲେ, 'ଅଡିଓ ବାର୍ତ୍ତାର ସ୍ବର ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରମାଣ କ’ଣ, ଅଡିଓ ବାର୍ତ୍ତା ଗ୍ରହଣୀୟ ନୁହେଁ, ଶ୍ବେତପତ୍ର ଦେଖାଅ, ମୁଖ୍ୟମନ୍ତ୍ରୀ 5T ସଚିବଙ୍କୁ ପଠାଉଛନ୍ତି ବୋଲି ଲିଖିତ ଭାବେ ରାଜ୍ୟବାସୀଙ୍କୁ ଜଣାନ୍ତୁ, ଲୋକେ ଭୋଟ ଲୋକପ୍ରତିନିଧିଙ୍କୁ ଦେଇଛନ୍ତି, ସଚିବଙ୍କୁ ନୁହେଁ।'

Advertisment
Naveen Patnaik Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe